ଗତବର୍ଷ-କେବଳ-ଜଣେ-ପୁରୁଷ-ପୁଂ-ବନ୍ଧ୍ୟାକରଣ-ପାଇଁ-ରାଜି-ହୋଇଥିଲେ

Araria, Bihar

Mar 24, 2020

‘ଗତବର୍ଷ କେବଳ ଜଣେ ପୁରୁଷ ପୁଂ ବନ୍ଧ୍ୟାକରଣ ପାଇଁ ରାଜି ହୋଇଥିଲେ’

ପରିବାର ନିୟୋଜନ କାର୍ଯ୍ୟରେ ‘ପୁରୁଷମାନଙ୍କୁ ସାମିଲ୍‌ କିରିବା’ ବର୍ତ୍ତମାନ ସମୟର ଏକ ବହୁ ପ୍ରଚଳିତ ଶବ୍ଦ କିନ୍ତୁ ବିହାରର ବିକାଶ ମିତ୍ର ଓ ଆଶା କର୍ମୀମାନେ ପୁରୁଷମାନଙ୍କୁ ବନ୍ଧ୍ୟାକରଣ ପାଇଁ ରାଜି କରେଇବାରେ ଖୁବ୍‌ ଅଳ୍ପ ମାତ୍ରାରେ ସଫଳ ହୋଇପାରିଛନ୍ତି ଓ କେବଳ ମହିଳାମାନେ ଗର୍ଭନିରୋଧର ବିଭିନ୍ନ ପନ୍ଥା ଆପଣାଉଛନ୍ତି

Series Editor

Sharmila Joshi

Illustration

Priyanka Borar

Translator

OdishaLIVE

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Amruta Byatnal

ଅମୃତ ବୟତ୍‌ନାଲ୍‌ ହେଉଛନ୍ତ ଦିଲ୍ଲୀର ଜଣେ ସ୍ୱାଧୀନ ସମ୍ବାଦଦାତା । ତାଙ୍କର କାମ ମୁଖ୍ୟତଃ ସ୍ୱାସ୍ଥ୍ୟ, ଲିଙ୍ଗ ଓ ନାଗରିକତା ଉପରେ କେନ୍ଦ୍ରୀତ ।

Illustration

Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

Editor

Hutokshi Doctor

Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ