ଗଣେଶଙ୍କ-ମୂର୍ତ୍ତି-ନିର୍ମାଣ-କରିବା-ପାଇଁ-ବଙ୍ଗଳା-ଓ-ବରୋଦା-ମିଳିତ-ହେଲେ

Vadodara, Gujarat

Jul 22, 2019

ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ବଙ୍ଗଳା ଓ ବରୋଦା ମିଳିତ ହେଲେ

ବଙ୍ଗଳାରୁ ଆସିଥିବା ପ୍ରବାସୀ କାରିଗରମାନେ ଭଦୋଦରାରେ ମୂର୍ତ୍ତି ନିର୍ମାଣ ଶୈଳୀକୁ ଭିନ୍ନ ମୋଡ ଦେଇଛନ୍ତି, ଯେପରିକି ତପନ ମଣ୍ଡଳ, ଯିଏ ଏକ ସିଗ୍‌ନେଚର୍‌ କର୍ମଶାଳା ଚଳାନ୍ତି. ଯେତେବେଳେକି ଅନେକ କୃଷି ଶ୍ରମିକ, ଘରେ ରଙ୍ଗ ବୋଳୁଥିବା ଶ୍ରମିକ ଭାବେ ବା ଅନ୍ୟ କିଛି କାମ କରନ୍ତି ।

Want to republish this article? Please write to [email protected] with a cc to [email protected]

Author

Ujjawal Krishnam

ଉଜ୍ଜ୍ୱଳ କ୍ରିଷ୍ଣମ ୨୦୧୮ରେ ବରୋଦାସ୍ଥିତ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ଜଣେ ଗବେଷକ ଥିଲେ। ସେ ଏକାଡେମିଆ ଏଜୁ ଏବଂ ୱିକିପ୍ରୋଜେକ୍ଟରେ ଜଣେ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଗେଟ୍ଟୀ ଇମେଜେସରେ ଯୋଗଦାନ ଦେଇଛନ୍ତି ଏବଂ ଭାରତୀୟ ରାଜନୀତି ଓ ନ୍ୟାୟଶାସ୍ତ୍ର ଉପରେ ଲେଖିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।