ଖରାପ-ଘଡିଟିଏ-ମରାମତି-କରିବା-ସତରେ-ସମୟ-ଠିକ-କରିବା-ସହ-ସମାନ

Visakhapatnam, Andhra Pradesh

Nov 20, 2020

ଖରାପ ଘଡିଟିଏ ମରାମତି କରିବା ସତରେ ସମୟ ଠିକ କରିବା ସହ ସମାନ

ବିଶାଖାପାଟଣା, ଜଗଦମ୍ବା ଜଙ୍କସନର ଘଡି ମରାମତି କାରିଗରମାନେ ସମୟ ଦେଖେଉଥିବା ଡିଜିଟାଲ ଯନ୍ତ୍ର ଓ ମରାମତି ଅନୁପୋଯୋଗୀ ୟୁଜ ଆଣ୍ଡ ଥ୍ରୋ ପାର୍ଟସଗୁଡିକର ବହୁଳ ବ୍ୟବହାର ପାଇଁ ଧୀରେ ଧୀରେ କାମ ହଜି (କମି) ଯାଉଥିବାର ଦେଖୁଛନ୍ତି। ଏବଂ ଏବେ, ଲକଡାଉନ ସରିବା ପରେ ସେମାନେ ଯେମିତି ଗଡି ଯାଇଥିବା ସମୟର ଭରଣା ପାଇଁ ଅବିରତ ଚେଷ୍ଟା ଚଳାଇଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amrutha Kosuru

ଅମୃତା କୋସୁରୁ ବିଶାଖାପାଟଣାରେ ଅବସ୍ଥିତ ଜଣେ ସ୍ଵତନ୍ତ୍ର ସାମ୍ବାଦିକ। ସେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ୍, ଚେନ୍ନାଇରୁ ସ୍ନାତକ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।