କ୍ଷୁଧାର-ଦୀର୍ଘ-ସମୟ-ପରେ

Bolangir, Odisha

Jun 27, 2018

କ୍ଷୁଧାର ଦୀର୍ଘ ସମୟ ପରେ...

୧୯୯୬ ମସିହାରେ ନିଜର ଛଅ ବର୍ଷର ପୁଅ ଗୁଣଧରକୁ ଅନାଥ କରି ଓଡିଶାର ବାର୍ଲାବାହାଳି ଗାଁର ବେଲମତି ନାୟକ ଅନାହାରରେ ମରିଗଲେ। ତା’ର ଦୁଇ ଦଶନ୍ଧି ପରେ ସେହି ପିଲାର ସନ୍ଧାନରେ ଏହି ସାମ୍ବାଦିକ ସେହି ଗାଁକୁ ଯାଇଥିଲା, ଏବଂ ତାର ସଂଘର୍ଷ କାହାଣୀ ଶୁଣିଥିଲା।

Want to republish this article? Please write to [email protected] with a cc to [email protected]

Author

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Translator

Ruchi Varshneya

ରୁଚି ବର୍ସନେୟା କାଲିଫର୍ଣିଆରେ ରହନ୍ତି ଏବଂ ଗୋଟିଏ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କମ୍ପାନୀରେ କାମ କରନ୍ତି। ସେ ଆଇଆଇଟି ରୁରକିରୁ ଇଂଜିନିୟରିଂରେ ଡିଗ୍ରୀ, ଏକ୍ସଏଲଆରଆଇ, ଜାମସେଦପୁରରରୁ ଏମବିଏ ଏବଂ ଆମେରିକା ବାଲଟିମୋରସ୍ଥିତ ଜନସ ହପକିନସରୁ ପବ୍ଲିକ୍ ହେଲଥରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ଶିକ୍ଷା ଉଦ୍ଦେଶ୍ୟରେ କାମ କରୁଥିବା ଆଶା ପାଇଁ ପାଣ୍ଠି ଯୋଗାଡ କରିବା ଏବଂ ପରୀ ଓ କାବ୍ୟାଳୟ ଡଟ୍ ଓଆରଜି ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରନ୍ତି।