କୋଚି-ଦୁର୍ଗରେ-ଜାଲ-ପକାଇବା

Ernakulam, Kerala

Sep 16, 2019

କୋଚି ଦୁର୍ଗରେ ଜାଲ ପକାଇବା

କେରଳର କୋଚି ଦୁର୍ଗଠାରେ ଉପକୂଳରେ ପରିଚାଳିତ ହେଉଥିବା ସିଗ୍‌ନେଚର୍‌ ଲିଫ୍ଟ ଜାଲ -–ବା ‘ଚାଇନିଜ୍‌ ମାଛ ଧରା ଜାଲଗୁଡିକ’ ବର୍ତ୍ତମାନ ମତ୍ସ୍ୟଜୀବୀମାନଙ୍କ ପାଇଁ ଅର୍ଥନୈତିକ ଦୃଷ୍ଟିକଣରୁ ସେତେ ଅଧିକ ଲାଭଜନକ ନୁହେଁ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

V. Sasikumar

ଭି.ଶଶିକୁମାର ହେଉଛନ୍ତି ଜଣେ ୨୦୧୫ ପରୀ ଫେଲୋ ଓ ଥିରୁବନନ୍ତପୂରମ୍‌ରର ଜଣେ ଚଳଚିତ୍ର ନିର୍ମାତା ଯିଏ ଗ୍ରାମାଞ୍ଚଳ, ସାମାଜିକ ଓ ସାଂସ୍କୃତିକ ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରୀତ କରିଥାନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।