କୀଟ-ମାରିବା-ଲାଗି-ମାଟି-ଦରକାର-କରେ-ନାହିଁ-ବିଷ

Rayagada, Odisha

Jun 28, 2019

‘କୀଟ ମାରିବା ଲାଗି ମାଟି ଦରକାର କରେ ନାହିଁ ବିଷ’

ଓଡ଼ିଶାର କେରାଣ୍ଡିଗୁଡ଼ା ଗାଁରେ, ଲୋକନାଥ ନାଉରୀ ଓ ତାଙ୍କ ପୁଅ ମହେନ୍ଦ୍ର, ସେମାନଙ୍କ ଚାଷଜମିରେ କୌଣସି ସାର ଏବଂ କୀଟନାଶକ ବ୍ୟବହାର କରନ୍ତି ନାହିଁ, ଏବଂ ପାରମ୍ପରିକ ଚାଷ ପ୍ରଣାଳୀରେ ଆଶ୍ଚର୍ଯ୍ୟଜନକ କିସମର ଶସ୍ୟ ଅମଳ କରନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Ajit Panda

ଅଜିତ ପଣ୍ଡା ଓଡ଼ିଶାର ଖଡ଼ିଆଳ ସହରରେ ରହନ୍ତି । ସେ ‘ଦି ପାଓନିୟର’ର ଭୁବନେଶ୍ୱର ସଂସ୍କରଣର ନୂଆପଡ଼ା ଜିଲ୍ଲା ସମ୍ବାଦଦାତା ଏବଂ ସ୍ଥାୟୀ କୃଷି, ଆଦିବାସୀମାନଙ୍କର ଜମି ଏବଂ ଜଙ୍ଗଲ ଉପରେ ଅଧିକାର, ଲୋକନୃତ୍ୟ ଏବଂ ଉତ୍ସବ ସଂପର୍କରେ ବିଭିନ୍ନ ପତ୍ରପତ୍ରିକାରେ ଲେଖିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।