କିରୁଗାଭାଲୁର-ଦେଶୀ-କୃଷି-ବୈଜ୍ଞାନିକ

Mandya, Karnataka

Feb 06, 2019

କିରୁଗାଭାଲୁର ଦେଶୀ କୃଷି ବୈଜ୍ଞାନିକ

କର୍ଣ୍ଣାଟକର ଜଣେ ଧାନ ଚାଷୀ ସୟଦ ଘନି ଖାନ୍ କେବଳ ଦେଶୀ ପ୍ରଜାତିକୁ ଜୈବିକ ପଦ୍ଧତିରେ ଚାଷ କରିଥାନ୍ତି ଏବଂ ସାରା ଦେଶରୁ ଧାନ ବିହନ ସଂଗ୍ରହ କରିବା ସହ ତାକୁ ସଂରକ୍ଷିତ କରିଥାନ୍ତି । ଧୀରେ ଧୀରେ ସେଗୁଡ଼ିକ ମିଳିବା କମିଯାଉଥିବାରୁ ସେ ଏପରି ପଦକ୍ଷେପ ନେଉଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Manjula Masthikatte

ମଞ୍ଜୁଳା ମସ୍ଥିକାଟେ ୨୦୧୯ର ପରୀ ବ୍ୟକ୍ତିତ୍ୱ ଯିଏକି ବେଙ୍ଗାଲୁରୁରେ ରହନ୍ତି । ପୂର୍ବରୁ ସେ ବିଭିନ୍ନ କନ୍ନଡ଼ ନ୍ୟୁଜ ଚ୍ୟାନେଲରେ ନ୍ୟୁଜ୍ ପ୍ରେଜେଣ୍ଟର ଭାବେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।