କାର୍‌ଗିଲ-ଅର୍ଥନୀତିର-କମାଣ୍ଡର-ଶିଖର

Kargil, Jammu and Kashmir

Dec 30, 2019

କାର୍‌ଗିଲ ଅର୍ଥନୀତିର କମାଣ୍ଡର ଶିଖର

ଲଦାଖସ୍ଥିତ କାର୍‌ଗିଲ୍‌ର ଏହି ଅସାଧାରଣ ବଜାରରେ ତିନିଟିକୁ ବାଦ୍‌ ଦେଲେ ବାକି ସବୁ ଦୋକାନ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ଏହି ବଜାରର ଉପକ୍ରମ ଏବଂ ସଫଳତା ସହିତ ଯୋଡ଼ି ହୋଇ ରହିଛି ଅନେକ ପ୍ରେରଣାଦାୟକ କାହାଣୀ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Stanzin Saldon

ଲେଖକଙ୍କ ସମ୍ପର୍କରେ: ଷ୍ଟାନଜି ସାଲଡନ ହେଉଛନ୍ତି ଲେହ ଲଦାଖ ଅଞ୍ଚଳର ୨୦୧୭ ପରିର ବ୍ୟକ୍ତିବିଶେଷ। ପିରାମାଲ ଫାଉଣ୍ଡେସନ୍ ଫର ଏଜୁକେସନ୍ ଲିଡରସିପ୍, ଷ୍ଟେଟ୍ ଏଜୁକେସନାଲ ଟ୍ରାନ୍ସଫର୍ମେସନ ପ୍ରକଳ୍ପର କ୍ୱାଲିଟି ଇମ୍ପ୍ରୁଭମେଣ୍ଟ ମ୍ୟାନେଜର। ସେ ମଧ୍ୟ ଆମେରିକୀୟ ଭାରତ ପ୍ରତିଷ୍ଠାନ ଡବ୍ଲୁ.ଜେ. କ୍ଲିଣ୍ଟନ (୨୦୧୫-୧୬)ର ସହଯୋଗୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।