କାଡୁଗୋଲ୍ଲାର-ମହିଳାମାନେ-ପ୍ରତ୍ୟେକ-ମାସ-ସଙ୍ଗରୋଧରେ

Ramanagara, Karnataka

Jul 08, 2021

କାଡୁଗୋଲ୍ଲାର ମହିଳାମାନେ: ପ୍ରତ୍ୟେକ ମାସ ସଙ୍ଗରୋଧରେ

କର୍ଣ୍ଣାଟକର କୁଡ଼ଗୋଲ୍ଲା ସଂପ୍ରଦାୟର ଦୈବୀ ଅଭିଶାପ ଏବଂ ସାମାଜିକ ବାସନ୍ଦର ଭୟରେ ପ୍ରସବ ପରେ ଓ ଋତୁମତୀ ମହିଳାମାନଙ୍କୁ ପୃଥକ୍‍ ବାସରେ ଗଛ ତଳେ ଓ କୁଡିଆରେ ରହିବାକୁ ବାଧ୍ୟ କରାଯାଏ-ଆଇ‍ନ୍‍ର ବାରଣ, ସଚେତନତା ଅଭିଯାନ ଏବଂ ବ୍ୟକ୍ତିଗତ ପ୍ରତିରୋଧ ସତ୍ତ୍ୱେ

Illustration

Labani Jangi

Translator

OdishaLIVE

Editor and Series Editor

Sharmila Joshi

Want to republish this article? Please write to [email protected] with a cc to [email protected]

Author

Tamanna Naseer

ତମନ୍ନା ନାସିର ଜଣେ ବେଙ୍ଗାଲୁରୁରେ ଅବସ୍ଥାପିତ ଜଣେ ମୁକ୍ତବୃତ୍ତିର ସାମ୍ବାଦିକା।

Illustration

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor and Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ