କମ୍-ମଜୁରୀରେ-ପ୍ରବାସୀ-ଶ୍ରମିକ-ନିର୍ମାଣ-କରୁଛନ୍ତି-ଅମରାବତୀ

Guntur, Andhra Pradesh

Mar 26, 2019

କମ୍ ମଜୁରୀରେ ପ୍ରବାସୀ ଶ୍ରମିକ ନିର୍ମାଣ କରୁଛନ୍ତି ଅମରାବତୀ

ଆନ୍ଧ୍ରପ୍ରଦେଶର ନିର୍ମିତ ହେଉଥିବା ବୃହତ ରାଜଧାନୀ ନଗରୀ ଅମରାବତୀରେ ଅଧିକାଂଶ ନିର୍ମାଣ ଶ୍ରମିକ ବିଭିନ୍ନ ପ୍ରଦେଶରୁ ଆସିଥିବା ପ୍ରବାସୀ। ସେମାନେ ମାସ ମାସ ଧରି ନିଜ ଘରଠାରୁ ଦୂରରେ ରହି ଖୁବ୍ କମ୍ ମଜୁରିରେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ କାମ କରନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।