କମଲି-ବାହୋତାଙ୍କ-ଅସରନ୍ତି-ସଂଘର୍ଷର-କାହାଣୀ

Palghar, Maharashtra

May 29, 2018

କମଲି ବାହୋତାଙ୍କ ଅସରନ୍ତି ସଂଘର୍ଷର କାହାଣୀ

୭୦ ବର୍ଷ ପାଖାପାଖି ବୟସର ହୋଇଥିଲେ ମଧ୍ୟ ସେ ଏବେ ବି କୃଷକଙ୍କ ର୍ୟାଲିରେ ବହୁ ମାଇଲ ଧରି ଉତ୍ସାହପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିପାରନ୍ତି। ଦୁଇ ମାସ ତଳେ ମେ ୩ ତାରିଖରେ ଦହାନୁଠାରେ ଅନୁଷ୍ଠିତ ଏକ ରାଲିରେ ସେ ଭାଗ ନେଇଥିଲେ ଏବଂ ତାଙ୍କର ଦାବି ପୂରଣ ନ ହେଲେ ସେ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ଅଛନ୍ତି।

Want to republish this article? Please write to [email protected] with a cc to [email protected]

Author

Siddharth Adelkar

ଲେଖକ ପରିଚୟ: ସିଦ୍ଧାର୍ଥ ଆଦେଲକର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‍ ଇଣ୍ଡିଆର ଟେକ୍‌ ଏଡିଟର

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।