କଚ୍ଛ-ଓଟଙ୍କ-ହେପାଜତ-ଯାଯାବରର-ଜାହାଜ

Amravati, Maharashtra

Jan 24, 2022

କଚ୍ଛ ଓଟଙ୍କ ହେପାଜତ: ଯାଯାବରର ଜାହାଜ

ଜାନୁଆରୀ ୭ତାରିଖ ଦିନ କଚ୍ଛର ପାଞ୍ଚ ଜଣ ପାରମ୍ପରିକ ପଶୁପାଳକଙ୍କୁ ଅଟକ ରଖିଥିଲା ମହାରାଷ୍ଟ୍ର ପୋଲିସ । ଯାଯାବର ଭଳି ଜୀବନଯାପନ କରୁଥିବା ଏହି ପଶୁ ଚରାଳିମାନେ ହାଇଦ୍ରାବାଦର ବିଭିନ୍ନ କଂସେଇଖାନାକୁ ଚୋରାରେ ଓଟ ଚାଲାଣ କରୁଥିଲେ ବୋଲି ସନ୍ଦେହ କରାଯାଉଥିଲା । ୫୮ଟି ଓଟକୁ ମଧ୍ୟ ଅଟକ ରଖାଯାଇଥିଲା

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।