କଙ୍ଗ୍ରା-ଉପତ୍ୟକାରେ-କୃଷିକାର୍ଯ୍ୟ

Kangra, Himachal Pradesh

Jun 18, 2019

କଙ୍ଗ୍ରା ଉପତ୍ୟକାରେ କୃଷିକାର୍ଯ୍ୟ

କାଦୁଆ କେନାଲଗୁଡ଼ିକର ଗୋଟିଏ ଜଟିଳ ମଣ୍ଡଳୀ ବା କୁହଲ୍ ଦୀର୍ଘ ସମୟ ଧରି ହିମାଚଳପ୍ରଦେଶର ଚାଷ ଜମିଗୁଡ଼ିକୁ ଜଳସେଚନ କରିବାରେ ସାହାଯ୍ୟ କରିଆସିଛି ଏବଂ ଏହା ଦ୍ୱାରା କୋହଲି, ଘରାତି ଏବଂ ଅନ୍ୟ ବୃତ୍ତିଗୁଡ଼ିକ ମଧ୍ୟ ତିଷ୍ଠି ରହିଛି । କିନ୍ତୁ ଏହି ପାରମ୍ପରିକ ବ୍ୟବସ୍ଥା ଏବେ ଉଭେଇ ଯାଉଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aditi Pinto

Aditi Pinto lives in Himachal Pradesh, and works as a translator, writer, researcher and participant in networks of small farmers and rural women. She has written articles on the environment, agriculture and social issues.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।