ଓସମାନାବାଦରେ-ମହାମାରୀଜନିତ-ଦାରିଦ୍ର୍ୟ-ଖେଳାଳିମାନଙ୍କୁ-ଖେଳରୁ-ଦୂରେଇ-ଦେଇଛି

Osmanabad, Maharashtra

Sep 30, 2021

ଓସମାନାବାଦରେ: ମହାମାରୀଜନିତ ଦାରିଦ୍ର୍ୟ ଖେଳାଳିମାନଙ୍କୁ ଖେଳରୁ ଦୂରେଇ ଦେଇଛି

ଗ୍ରାମୀଣ ମହାରାଷ୍ଟ୍ରର ଋଷିକେଶ ଘାଡ୍‌ଗେଙ୍କ ପରି ଖେଳାଳିମାନେ ବର୍ତ୍ତମାନ ଏକ ଅନିଶ୍ଚିତ ଭବିଷ୍ୟତକୁ ଦେଖୁଛନ୍ତି – ଓସମାନାବାଦ ଜିଲ୍ଲାରେ ଏହି ମହାମାରୀ ଖେଳାଳିମାନଙ୍କୁ କୁସ୍ତି ରିଙ୍ଗ୍ ଏବଂ ଖୋ-ଖୋ କୋର୍ଟରୁ ଠେଲି ବାହାର କରିଦେଉଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।