ଓଃ-ସେହି-ଘର-ଏହା-ଏବେ-ସମୁଦ୍ରରେ-ଅଛି---ଏଇ-ସେଇଠି

East Godavari, Andhra Pradesh

Feb 28, 2022

'ଓଃ, ସେହି ଘର? ଏହା ଏବେ ସମୁଦ୍ରରେ ଅଛି - ଏଇ ସେଇଠି!'

ଆନ୍ଦ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଉପ୍ପଡ଼ା ଗ୍ରାମର ବାସିନ୍ଦାମାନେ ସମୁଦ୍ର ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ କ’ଣ ନେବ ଏହା କହିବା ପାଇଁ ନିଜର ସହଜାତ ଜ୍ଞାନ ଉପରେ ଭରସା କରନ୍ତି। ଦ୍ରୁତ ଗତିରେ ଖାଇ ଯାଉଥିବା ବେଳାଭୂମି ସେମାନଙ୍କର ଜୀବିକା, ସାମାଜିକ ସମ୍ପର୍କ, ସାମୂହିକ ସ୍ମୃତିକୁ ବଦଳାଇ ଦେଇଛି

Series Editor

P. Sainath

Translator

OdishaLIVE

Reporter

Rahul M.

Want to republish this article? Please write to [email protected] with a cc to [email protected]

Reporter

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Editor

Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

Series Editor

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।