ଏହି-ମହିଳାମାନେ-କାହାରିକୁ-ଭୋକରେ-ରହିବାକୁ-ଦେବେନି

Thiruvananthapuram, Kerala

Jul 08, 2020

‘ଏହି ମହିଳାମାନେ କାହାରିକୁ ଭୋକରେ ରହିବାକୁ ଦେବେନି’

ଲକ୍‌ଡାଉନ୍‌ ସମୟରେ, କେରଳର ୪୦୦ରୁ ଅଧିକ ‘କୁଡୁମ୍ବଶ୍ରୀ ହୋଟେଲ’ରେ ଛାତ୍ରଛାତ୍ରୀ, ମେଡିକାଲ ଆଟେଣ୍ଡାଣ୍ଟ୍‌, ସୁରକ୍ଷା କର୍ମୀ, ଆମ୍ବୁଲାନ୍‌ସ ଡ୍ରାଇଭର ଏବଂ ଅନ୍ୟ ଅନେକ ସ୍ଵଳ୍ପ ଆୟକାରୀ ବ୍ୟକ୍ତିମାନଙ୍କୁ ଶସ୍ତାରେ ପୌଷ୍ଟିକ ଭୋଜନ ଦିଆଯାଏ

Want to republish this article? Please write to [email protected] with a cc to [email protected]

Author

Gokul G.K.

ଗୋକୁଳ ଜି.କେ. ହେଉଛନ୍ତି କେରଳର ତିରୁବନ୍ତପୁରମ୍‌ରେ ରହୁଥିବା ଜଣେ ମୁକ୍ତବୃତ୍ତି ସାମ୍ବାଦିକ।