ଏହି-ଜମି-ମୋର।-ମୁଁ-ଏହାକୁ-ଫେରି-ପାଇବି

Udham Singh Nagar, Uttarakhand

Dec 11, 2018

‘ଏହି ଜମି ମୋର। ମୁଁ ଏହାକୁ ଫେରି ପାଇବି’

ଉତ୍ତରାଖଣ୍ଡରେ ବହୁ ଆଦିବାସୀ ସେମାନଙ୍କ ଜମି ହରାଇଛନ୍ତି। କିନ୍ତୁ ନିଜର ଜମି ଏବଂ ଅଧିକାର ଫେରି ପାଇବାକୁ ସୁଧଖୋର ସାହୁକାରୀ, ଜାଲିଆତି ଏବଂ ଲିଙ୍ଗଗତ ଅନ୍ୟାୟ ବିରୋଧରେ ପ୍ରତିବାଦ କରୁଛନ୍ତି ପିଣ୍ଡାରୀ ଗାଁର କମଳା ଦେବୀ ଏବଂ ନନ୍ଦପୁର ଗାଁର ମଙ୍ଗଳା ସିଂ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।