ଏହି‌-‌ଲକ୍‌‌-‌ଡାଉନ୍‌ରେ‌-‌ଇସ୍ତ୍ରୀର‌-‌ଆୟ‌-‌ହଜେଇ‌-‌ଦେଲା‌

Palghar, Maharashtra

Jun 25, 2020

ଏହି‌ ‌ଲକ୍‌‌ ‌ଡାଉନ୍‌ରେ‌ ‌ଇସ୍ତ୍ରୀର‌ ‌ଆୟ‌ ‌ହଜେଇ‌ ‌ଦେଲା‌

ପଲଘର‌ ‌ଜିଲ୍ଲାର‌ ‌ବଡ଼ା‌ ‌ସହରରେ‌ ‌ଥିବା‌ ‌ପରିବାରମାନଙ୍କ‌ ‌ପାଇଁ‌ ‌ଯେଉଁମାନେ‌ ‌କପଡ଼ା‌ ‌ଇସ୍ତ୍ରୀ‌ ‌କରି‌ ‌ରୋଜଗାର‌ ‌କରନ୍ତି,‌ ‌କୋଭିଡ‌ ‌-୧୯‌ ‌ଲକଡାଉନ୍‌ ‌ସେମାନଙ୍କ‌ ‌ଦୈନିକ‌ ‌ଆୟକୁ‌ ‌ହ୍ରାସ‌ ‌କରିବାରେ‌ ‌ଲାଗିଛି‌ ‌‌।‌ ‌ଅନେକେ‌ ‌ରାସନ‌ ‌କିଣିବା‌ ‌ପାଇଁ‌ ‌ସଂଘର୍ଷ‌ ‌କରୁଛନ୍ତି‌ ‌ଏବଂ‌ ‌ଅନ୍ୟ‌ ‌କାମ‌ ‌ଖୋଜିଛନ୍ତି‌

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।