ଏହା-ସାଧାରଣ-ଲୋକଙ୍କ-ରାଜଧାନୀ-ନୁହେଁ

Guntur, Andhra Pradesh

Feb 19, 2019

‘ଏହା ସାଧାରଣ ଲୋକଙ୍କ ରାଜଧାନୀ ନୁହେଁ’

ଆନ୍ଧ୍ରପ୍ରଦେଶରେ ସରକାରଙ୍କ ବିରାଟ ପ୍ରତିଶ୍ରୁତି ମଧ୍ୟରେ ମେଗାସହର ଅମରାବତୀ ନିର୍ମିତ ହେଉଛି ଯାହାକି ଉର୍ବର ଜମି ଥିବା ହଜାର ହଜାର ଚାଷୀଙ୍କୁ ବିସ୍ଥାପିତ କରିବ । ସେମାନଙ୍କ ମଧ୍ୟରୁ ଅନେକ ଏହାକୁ ବିରୋଧ କରୁଥିବାବେଳେ ଅନ୍ୟମାନେ ଜମି ଅଧିଗ୍ରହଣ ଯୋଜନା ଅନୁସାରେ ଜମି ଦେଇ ଦେଉଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।