ଏହା-ସବୁ-ମୋର-ଗର୍ଭାଶୟ-ଅପସାରଣ-କରିବା-ପରେ-ଆରମ୍ଭ-ହେଲା

Beed, Maharashtra

Mar 26, 2022

‘ଏହା ସବୁ ମୋର ଗର୍ଭାଶୟ ଅପସାରଣ କରିବା ପରେ ଆରମ୍ଭ ହେଲା’

ବିଡ୍‌ ଜିଲ୍ଲାରେ ଯେଉଁଠାରେ ବହୁ ସଂଖ୍ୟାରେ ମହିଳା ଆଖୁ ଚାଷୀ ଗର୍ଭାଶୟ ଅପସାରଣ କରାଇଛନ୍ତି, ମହିଳାମାନେ ନିରବତାର ସହ ଅସ୍ତ୍ରୋପଚାର ପରବର୍ତ୍ତୀ ଚିନ୍ତା, ଅବସାଦ, ଶାରିରୀକ ସମସ୍ୟା ଏବଂ ତିକ୍ତତାପୂର୍ଣ୍ଣ ବୈବାହିକ ସମ୍ପର୍କର ସାମ୍ନା କରୁଛନ୍ତି

Author

Jyoti

Illustration

Labani Jangi

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Illustration

Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।