ଏଥର-ଶୀତଦିନେ-ଆମ-ହୃଦୟହିଁ-ପାଲଟିଛି-ଜଳନ୍ତା-ଅଙ୍ଗାର

Sonipat, Haryana

Jan 25, 2021

‘ଏଥର ଶୀତଦିନେ, ଆମ ହୃଦୟହିଁ ପାଲଟିଛି ଜଳନ୍ତା ଅଙ୍ଗାର’

କୃଷକମାନଙ୍କ ଆନ୍ଦୋଳନ ସ୍ଥଳସିଂଘୁ ଓ ବୁରାଡ଼ିର ଅସ୍ଥାୟୀ ଶିବିରରେ, ପ୍ରତିଟି ଦିନ ଶେଷରେ ସୁଦୀର୍ଘ ରାତି କାଟିବା ଲାଗି ଏବଂ ପାରସ୍ପରିକ ବିଶ୍ୱାସ ଭାବନା ଏବଂ ନୂତନ ସଂକଳ୍ପ ସହିତ ଆଗକୁ ଏହି ସଂଗ୍ରାମ ଜାରି ରଖିବାକୁ ପ୍ରସ୍ତୁତି ଆରମ୍ଭ ହୁଏ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Shadab Farooq

ଶାଦାବ ଫାରୁକ୍‌ ଦିଲ୍ଲୀରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ସେ କାଶ୍ମୀର, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଉପରେ ରିପୋର୍ଟିଂ କରିଥାନ୍ତି। ସେ ରାଜନୀତି, ସଂସ୍କୃତି ଓ ପରିବେଶ ଉପରେ ଲେଖିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।