ଏକ-ରାଷ୍ଟ୍ର-ଏକ-ରାସନ-କାର୍ଡ-ତଥାପି-ମିଳୁନି-ରାସନ

West Delhi, National Capital Territory of Delhi

Apr 28, 2022

ଏକ ରାଷ୍ଟ୍ର, ଏକ ରାସନ କାର୍ଡ, ତଥାପି ମିଳୁନି ରାସନ

ଲକଡାଉନ୍‌ କାରଣରୁ ରୁକ୍‌ସାନା ବେଗମ ବିହାର ଦରଭଙ୍ଗା ଜିଲ୍ଲାରେ ଥିବା ନିଜ ଗାଁକୁ ଫେରି ଯାଇଥିଲେ, ଅନେକ ଚେଷ୍ଟା ପରେ ଶେଷରେ ନଭେମ୍ବର ୨୦୨୦ରେ ତାଙ୍କୁ ରାସନ କାର୍ଡଟିଏ ମିଳିଥିଲା। ଏବେ ସେ ଦିଲ୍ଲୀ ଚାଲି ଆସିଛନ୍ତି, କିନ୍ତୁ ନିଜ ହକ୍‌ ବାବଦ ଖାଦ୍ୟଶସ୍ୟ ପାଇବା ଲାଗି ସଂଘର୍ଷ କରୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Editor

Kavitha Iyer

କବିତା ଆୟାର ୨୦ ବର୍ଷ ଧରି ସାମ୍ବାଦିକତା କରି ଆସୁଛନ୍ତି। ସେ ‘ଲ୍ୟାଣ୍ଡସ୍କେପ୍ସ ଅଫ ଲସ୍ : ଦ ଷ୍ଟୋରୀ ଅପ୍ ଆନ ଇଣ୍ଡିଆ ଡ୍ରଟ୍’ (ହାର୍ପର କଲ୍ଲିନ୍ସ, ୨୦୨୧) ପୁସ୍ତକର ଲେଖିକା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।