ଏକ-ଭିନ୍ନ-ଦୃଷ୍ଟିରେ-ନିର୍ମିତ-ଟୋକେଇ

Mamit, Mizoram

Nov 13, 2019

ଏକ ଭିନ୍ନ ଦୃଷ୍ଟିରେ ନିର୍ମିତ ଟୋକେଇ

ମିଜୋରାମ ରାଜୀବନଗରର ଜଣେ ଦୃଷ୍ଟିହୀନ କାରିଗର ଦେବାହାଲା ଚକମା, ଜୀବିକା ଅର୍ଜନ ପାଇଁ ୫୦ ବର୍ଷ ହେଲା ସ୍ପର୍ଶ ଏବଂ ସ୍ମୃତିଶକ୍ତି ବଳରେ ସୂକ୍ଷ୍ମକାମ ବିଶିଷ୍ଟ ଟୋକେଇ ତିଆରି କରିଆସୁଛନ୍ତି ଏବଂ ସେ କହନ୍ତି, ଏବେ ମଧ୍ୟ ସେ ବାଉଁଶରେ ଘରଟିଏ ବି ତିଆରି କରିପାରିବେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Lokesh Chakma

ଲୋକେଶ ଚକମା ମିଜୋରାମର ଜଣେ ବୃତ୍ତଚିତ୍ର ନିର୍ମାତା ଏବଂ ୧୯୪୭ ପାର୍ଟିସନ୍‌ ଆର୍କାଇଭ୍‌ର ଜଣେ ଫିଲ୍‌ଡ ଅଫିସର । ସେ ଶାନ୍ତିନିକେତନର ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ସେ ୨୦୧୬ରେ PARIର ଇଣ୍ଟର୍ନ ଥିଲେ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।