ଏକ-ଫୁଡ୍-ପାର୍କ-ଯାହା-କ୍ଷୁଧା-ବଢାଇପାରେ

West Godavari, Andhra Pradesh

Jan 23, 2019

ଏକ ‘ଫୁଡ୍ ପାର୍କ’ ଯାହା କ୍ଷୁଧା ବଢାଇପାରେ

ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏକ ପ୍ରସ୍ତାବିତ ଆକ୍ୱା ଫୁଡ୍ ପାର୍କ ବିରୋଧରେ ଲୋକେ ଲଢେଇ କରୁଛନ୍ତି, ଯେଉଁଥିରୁ ପ୍ରତିଦିନ ୫୦,୦୦୦ ଲିଟର ପ୍ରଦୂଷିତ ବର୍ଜ୍ୟ ଜଳ ଗୋଣ୍ଟେରୁ ଡ୍ରେନ୍‌କୁ ନିଷ୍କାସିତ ହେବ। ରାଜ୍ୟ ସରକାରଙ୍କ ବିରୋଧରେ ବି ଲଢେଇ ଚାଲିଛି।

Author

Sahith M.

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sahith M.

Sahith M. is working towards an M.Phil degree in Political Science from Hyderabad Central University.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।