ଏକ-କପର-ଟି-ୱେବ୍‌ରେ-ଫସିଗଲା-ଯନ୍ତ୍ରଣା-ବନ୍ଦ-ହେଲା-ନାହିଁ

West Delhi, National Capital Territory of Delhi

Sep 16, 2021

ଏକ କପର-ଟି ୱେବ୍‌ରେ ଫସିଗଲା: ‘ଯନ୍ତ୍ରଣା ବନ୍ଦ ହେଲା ନାହିଁ’

ପ୍ରସବ ପରେ ଦୀପା ଯେତେବେଳେ ଦିଲ୍ଲୀର ଏକ ହସ୍ପିଟାଲ୍‌ ଛାଡ଼ିଥିଲେ, ସେତେବେଳେ ସେ ଜାଣି ନଥିଲେ ଯେ ତାଙ୍କ ଶରୀର ମଧ୍ୟରେ ଏକ କପର-ଟି ଭର୍ତ୍ତି କରାଯାଇଛି। ଦୁଇ ବର୍ଷ ପରେ, ଯେତେବେଳେ ଯନ୍ତ୍ରଣା ଏବଂ ରକ୍ତସ୍ରାବ ଆରମ୍ଭ ହେଲା, ଡାକ୍ତରମାନେ ମାସ ମାସ ଧରି ଚେଷ୍ଟାକରି ଏହି ଉପକରଣଟିକୁ ଠାବ କରିପାରିଲେ ନାହିଁ

Illustration

Priyanka Borar

Translator

OdishaLIVE

Editor and Series Editor

Sharmila Joshi

Want to republish this article? Please write to [email protected] with a cc to [email protected]

Author

Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା ଏବଂ ୨୦୨୩ର ଜଣେ ପରୀ ଏମଏମଏଫ ଫେଲୋ।

Illustration

Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

Editor and Series Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।