ଉପରକୁ-ଉଠୁଥିବା-ଧୂଳି-କୁଣ୍ଡାଇ-ହେଉଥିବା-ଚର୍ମ-ଝାଳରେ-ଓଦା-ମାସ୍କ

Nalgonda, Telangana

Jul 14, 2020

ଉପରକୁ ଉଠୁଥିବା ଧୂଳି, କୁଣ୍ଡାଇ ହେଉଥିବା ଚର୍ମ, ଝାଳରେ ଓଦା ମାସ୍କ

ଯଦି ଆପଣ କୌଣସି ସଂଗ୍ରହ କେନ୍ଦ୍ରରେ ଜଣେ ଶ୍ରମିକ ଭାବେ କାମ କରୁଛନ୍ତି- ତେଲେଙ୍ଗାନାର ନାଲ୍‌ଗୋଣ୍ଡା ଜିଲ୍ଲାର ଏହି ଲୋକମାନଙ୍କ ପରି- ଯେଉଁମାନଙ୍କୁ ଏକ ମିନିଟ୍‌ରେ ୨୧୩ କିଲୋଗ୍ରାମ ଧାନ ଉଠାଇବାକୁ ପଡେ, ଯେଉଁଥିପାଇଁ ଦଳଗତ ଭାବେ କାମ କରିବା ଆବଶ୍ୟକ, ସେଠାରେ ଆପଣ ସାମାଜିକ ଦୂରତା ରକ୍ଷା କରିବା ନିୟମ କିଭଳି ପାଳନ କରିପାରିବେ?

Want to republish this article? Please write to [email protected] with a cc to [email protected]

Author

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।