ଉଧାର-ଭାଷାରେ-କଥା-ହେଉଛନ୍ତି-ପ୍ରବାସୀ-ଶ୍ରମିକ

Mumbai, Maharashtra

Feb 21, 2023

ଉଧାର ଭାଷାରେ କଥା ହେଉଛନ୍ତି ପ୍ରବାସୀ ଶ୍ରମିକ

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ, ପରୀ ସାରା ଭାରତର ପ୍ରବାସୀ ଶ୍ରମିକଙ୍କ ନିକଟରେ ପହଞ୍ଚିଛି ଯାହାଫଳରେ ସେମାନଙ୍କ ଜୀବନ ଉପରେ ଭୂମି, ଭାଷା ଓ ଜୀବିକାଗୁଡ଼ିକ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବୁଝିପାରିବ

Author

PARI Team

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

PARI Team

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।