ଉଦ୍ଧାର-କରୁଛି-ନେପାଳୀ-ଟଙ୍କା-byline

PIthorgarh, Uttarakhand

Oct 24, 2019

ଉଦ୍ଧାର କରୁଛି ନେପାଳୀ ଟଙ୍କା

ଭାରତ-ନେପାଳ ସୀମାରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭର୍‌ପୂର ଉତ୍ତରାଖଣ୍ଡର ଓଗ୍‌ଲା ଓ ଜାଉଲ୍‌ଜିବି ମେଳାରେ, ବେପାରୀମାନେ ବିମୁଦ୍ରୀକରଣ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି – ଯେତେବେଳେକି ଧର୍ଚୁଲା, ସୀମାବର୍ତ୍ତୀ ଅଞ୍ଚଳର ଶେଷ ଟାଉନରେ ଲୋକମାନେ ନେପାଳୀ ମୁଦ୍ରା ବ୍ୟବହାର କରୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।