ଉତ୍ତରପ୍ରଦେଶର-ଆଶା-କର୍ମୀ-ଆମେ-ମାଗଣା-ସେବିକା-ନା-କଣ

Lucknow, Uttar Pradesh

Mar 14, 2022

ଉତ୍ତରପ୍ରଦେଶର ଆଶା କର୍ମୀ: ‘ଆମେ ମାଗଣା ସେବିକା ନା କ’ଣ

ବିନା କୌଣସି ଲିଖିତ ଆଦେଶରେ ବିପଜ୍ଜନକ ଭାବେ ବିଧାନସଭା ନିର୍ବାଚନ ଡ୍ୟୁଟିରେ ନିୟୋଜିତ କରାଯାଇଛି । ଅତ୍ୟଧିକ କାର୍ଯ୍ୟଚାପ ଏବଂ କମ୍‌ ପାରିଶ୍ରମିକରେ କାମ କରୁଥିବା ଉତ୍ତର ପ୍ରଦେଶର ଆଶା କର୍ମୀମାନଙ୍କୁ ପୁଣିଥରେ ଏକ ଅସୁରକ୍ଷିତ ତଥା ବିପଜ୍ଜନକ ସ୍ଥିତିରେ ଛାଡ଼ି ଦିଆଯାଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jigyasa Mishra

ଜିଜ୍ଞାସା ମିଶ୍ର, ଉତ୍ତର ପ୍ରଦେଶ ଚିତ୍ରକୂଟର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ମୁଖ୍ୟତଃ ଗ୍ରାମାଞ୍ଚଳ ପ୍ରସଙ୍ଗରେ, ଭାରତର ବିଭିନ୍ନ ଭାଗରେ ପ୍ରଚଳିତ କଳା ଓ ସଂସ୍କୃତି ଉପରେ ରିପୋର୍ଟ ଦିଅନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।