ଈଶ୍ଵରଙ୍କୁ-ପୁଣି-ଗଛରେ-ଚଢ଼ିବାକୁ-ବାଧ୍ୟ-କଲା-ଲକ୍‌ଡାଉନ୍‌

Visakhapatnam, Andhra Pradesh

Aug 03, 2020

ଈଶ୍ଵରଙ୍କୁ ପୁଣି ଗଛରେ ଚଢ଼ିବାକୁ ବାଧ୍ୟ କଲା ଲକ୍‌ଡାଉନ୍‌

ଲକ୍‌ଡାଉନ୍‌ ଯୋଗୁଁ ଏ ବର୍ଷ ମାତ୍ର ୧୦-୧୫ ଦିନର କାରବାରରେ, ଖୁବ କମ୍‌ ସଂଖ୍ୟକ ଗ୍ରାହକ ତାଳସଜ କିଣିଥିବାରୁ ବିଶାଖାପାଟଣାରେ ଏହି ଲୋକପ୍ରିୟ ଖରାଦିନିଆ ଫଳର ବିକାଳିମାନେ ସେମାନଙ୍କ ଆୟର ଏକ ବଡ଼ ଭାଗ ହରାଇଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Amrutha Kosuru

ଅମୃତା କୋସୁରୁ ବିଶାଖାପାଟଣାରେ ଅବସ୍ଥିତ ଜଣେ ସ୍ଵତନ୍ତ୍ର ସାମ୍ବାଦିକ। ସେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ୍, ଚେନ୍ନାଇରୁ ସ୍ନାତକ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।