ଇଚାଲକରଞ୍ଜି-ତୋରଣ-ଜେଲାଟିନ୍‌-ଭଗବାନ-ଅଭିବାଦନ

Kolhapur, Maharashtra

Aug 28, 2021

ଇଚାଲକରଞ୍ଜି ତୋରଣ: ଜେଲାଟିନ୍‌, ଭଗବାନ, ଅଭିବାଦନ

ମହାରାଷ୍ଟ୍ରର ଇଚାଲକରଞ୍ଜି ଟାଉନ୍‌ ନିବାସୀ ୭୦ ବର୍ଷୀୟ ମୁରଲୀଧର ଜୱାହିର୍‌ ଅନେକ ଅସୁବିଧା ସତ୍ତ୍ୱେ କାଗଜ-ବାଉଁଶର ତୋରଣ – କବାଟରେ ଝୁଲା ଯାଉଥିବା ଏକ ସାଜସଜ୍ଜା ଜିନିଷ – ତିଆରି କରିବା ଜାରି ରଖିଛନ୍ତି – ଆଉ ବର୍ତ୍ତମାନ ଏହି କାରିଗରୀ ପ୍ରତି କେହି ମଧ୍ୟ ଆଗ୍ରହ ଦେଖାଉନଥିବା ବେଳେ ସେ କିନ୍ତୁ ଏ ନେଇ ଗର୍ବିତ ଅନୁଭବ କରନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।