ଜିଶା ଏଲିଜାବେଥ, ତିରୁବନନ୍ତପୁରମ୍ର ମାଲାୟଲମ୍ ଦୈନିକ ‘ମାଧ୍ୟମମ୍’ର ଜଣେ ସହ ସଂପାଦକ/ସମ୍ବାଦଦାତା । ସେ ଅନେକ ପୁରସ୍କାର ପାଇଛନ୍ତି । ଏଥିରେ ରହିଛି, ୨୦୦୯ରେ କେରଳ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଡକ୍ଟର ଆମ୍ବେଦକର ମିଡିଆ ଆୱାର୍ଡ. ଏର୍ଣ୍ଣାକୁଲମ୍ ପ୍ରେସ୍ କ୍ଲବ୍ ଦ୍ୱାରା ପ୍ରଦତ୍ତ ଲୀଲା ମେନନ୍ ୱମେନ୍ ଜର୍ଣ୍ଣାଲିଷ୍ଟ ଆୱାର୍ଡ ଏବଂ ୨୦୧୨ର ନ୍ୟାସନାଲ ଫାଊଣ୍ଡେସନ୍ ଫର୍ ଇଣ୍ଡିଆ ଫେଲୋସିପ୍ । ଜିଶା, କେରଳ ୟୁନିଅନ୍ ଅଫ୍ ୱର୍କିଂ ଜର୍ଣ୍ଣାଲଷ୍ଟର ଜଣେ ନିର୍ବାଚିତ କାର୍ଯ୍ୟକାରୀ ସମିତି ସଦସ୍ୟା ।