ଆଶାମାନେ-କୌଣସି-ସୁରକ୍ଷା-ବିନା-ମହାମାରୀର-ମୁକାବିଲା-କରୁଛନ୍ତି

Sonipat, Haryana

Jun 02, 2020

ଆଶାମାନେ କୌଣସି ସୁରକ୍ଷା ବିନା ମହାମାରୀର ମୁକାବିଲା କରୁଛନ୍ତି

ହରିୟାଣାର ସୋନିପତ୍‌ ଜିଲ୍ଲାରେ ଆଶା କର୍ମୀମାନଙ୍କୁ କୋଭିଡ୍‌- ୧୯ ବିରୋଧରେ ଚାଲିଥିବା ସଂଗ୍ରାମ ବିରୋଧରେ ଅଗ୍ରଣୀ ଯୋଦ୍ଧା ଭାବେ ଶେଷ ମୁହୂର୍ତ୍ତରେ ମୁତୟନ କରାଯାଇଛି – ସେମାନଙ୍କୁ ସ୍ୱଳ୍ପ ତାଲିମ ସହିତ କୌଣସି ସୁରକ୍ଷା ପୋଷାକ ବିନା ଏ ମଧ୍ୟକୁ ଠେଲି ଦିଆଯାଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Pallavi Prasad

ପଲ୍ଲବୀ ପ୍ରସାଦ ମୁମ୍ବାଇରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକା, ଜଣେ ୟଙ୍ଗ ଇଣ୍ଡିଆ ଫେଲୋ ଏବଂ ଲେଡି ଶ୍ରୀରାମ କଲେଜରୁ ଇଂରାଜୀ ସାହିତ୍ୟର ସ୍ନାତକ ଅଟନ୍ତି । ସେ ଲିଙ୍ଗ, ସଂସ୍କୃତି ଓ ସ୍ୱାସ୍ଥ୍ୟ ଉପରେ ଲେଖିଥା’ନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।