ଆଲୀରାଜପୁରର-ଭିଲ୍‌

Alirajpur, Madhya Pradesh

Jun 10, 2019

ଆଲୀରାଜପୁରର ଭିଲ୍‌

ଅଲୀରାଜପୁରର ଗାଁ ଗୁଡ଼ିକରେ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଏବେ ପଦା ଓ ଟାଙ୍ଗରା ପାଲଟିଛି ଏବଂ ଜୀବିକା ଅର୍ଜନ ପାଇଁ ଖୁବ୍ କମ୍ ବିକଳ୍ପ ଥିବାରୁ, ଭିଲମାନେ ସେମାନଙ୍କର କୃଷି ଓ ସାଂସ୍କୃତିକ ପରମ୍ପରାକୁ ଧରି ରଖିବାକୁ ସଂଘର୍ଷ କରୁଛନ୍ତି

Author

Rohit J.

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rohit J.

ରୋହିତ ଜେ. ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର, ଯେ କି ନିଜ କାମ ପାଇଁ ଭାରତର ବିଭିନ୍ନ ଭାଗକୁ ଯାତ୍ରା କରନ୍ତି। ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ଏକ ଜାତୀୟ ଦୈନିକ ସମ୍ବାଦପତ୍ରର ଫଟୋ ସହ-ସଂପାଦକ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।