ଆରାମ୍ବୋଲର-ପ୍ରଥମ-ଫେନି-ପରିବାର

Apr 04, 2020

ଆରାମ୍ବୋଲର ପ୍ରଥମ ଫେନି ପରିବାର

ଗୋଆର ବିଭିନ୍ନ ଗ୍ରାମରେ ଖରାଦିନିଆ ଫଳ ଲଙ୍କା ଆମ୍ବର ରସକୁ ଛାଣି ସେଥିରୁ ଫେନି ପ୍ରସ୍ତୁତ କରାଯାଇଥାଏ। ଏବେ ଏହା ଏକ ଭୌଗୋଳିକ ପରିଚୟ ହାସଲ କରିଛି। ଉତ୍ତର ଗୋଆରେ ଥିବା ନିଜ ପରିବାରର ଏକ ଛୋଟିଆ ଡିଷ୍ଟିଲେରିରେ ଇନାସିନା ଓ ଲୁଇସ ଫର୍ଣ୍ଣାଣ୍ଡିଜ୍ ବର୍ଷକୁ ୪ ମାସ କଠିନ ପରିଶ୍ରମ କରି ଫେନି ପ୍ରସ୍ତୁତ କରିଥାନ୍ତି। ବଂଶାନୁକ୍ରମିକ ଭାବେ ସେମାନେ ଏହି କାର୍ଯ୍ୟ କରି ଆସୁଛନ୍ତି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sonia Filinto

ସୋନିଆ ଫିଲିଣ୍ଟୋ ହେଉଛନ୍ତି ମୁମ୍ବାଇର ଜଣେ ମିଡିଆ କାର୍ଯ୍ୟକର୍ତ୍ତା ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।