ଆମ-ଭିସ୍ତି-କାମର-ଏହା-ଶେଷ-ଅଧ୍ୟାୟ

Mumbai City, Maharashtra

Jun 14, 2022

‘ଆମ ଭିସ୍ତି କାମର ଏହା ଶେଷ ଅଧ୍ୟାୟ’

ମୁମ୍ବାଇର ସହରର ଆଭ୍ୟନ୍ତରୀଣ ଅଞ୍ଚଳରେ ପାଣି ବୋହିବା କାମ କରୁଥିବା ମାତ୍ର ଅଳ୍ପ କେତେ ଜଣଙ୍କ ମଧ୍ୟରୁ ମଞ୍ଜୁର ଆଲମ ଶେଖ୍‌ ଅନ୍ୟତମ । ମହାମାରୀ ପରେ ସେ ନିଜ ମଶକ ଛାଡ଼ି ପ୍ଲାଷ୍ଟିକ ବୋତଲରେ ପାଣି ବୋହୁଛନ୍ତି । ଏବେ ସେ ଭିସ୍ତି ଭାବେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ

Photo Editor

Binaifer Bharucha

Translator

OdishaLIVE

Photos and Text

Aslam Saiyad

Want to republish this article? Please write to [email protected] with a cc to [email protected]

Photos and Text

Aslam Saiyad

ଅସଲମ ସୟଦ ମୁମ୍ବାଇରେ ଫଟୋଗ୍ରାଫୀ ଏବଂ ଫଟୋ ସାମ୍ବାଦିକତା ପଢ଼ାଇଥାନ୍ତି ଏବଂ ସେ ’ହାଲୁ ହାଲୁ’ ଐତିହ୍ୟ ଯାତ୍ରାର ସହ ପ୍ରତିଷ୍ଠାତା । ମାର୍ଚ୍ଚ ୨୦୨୧ରେ ଲିଭିଂ ୱାଟର୍ସ ମ୍ୟୁଜିୟମ ସହାୟତାରେ, ମୁମ୍ବାଇର ଜଳ କାହାଣୀ ଉପରେ ଆୟୋଜିତ ଏକ ଭର୍ଚୁଆଲ ପ୍ରଦର୍ଶନୀ- କନଫ୍ଲୁଏନ୍ସରେ ପ୍ରଥମେ ତାଙ୍କର ଫଟୋଗ୍ରାଫୀ ସିରିଜ୍‌ ‘ଦ ଲାଷ୍ଟ ଭିସ୍ତିଜ୍‌’ ପ୍ରଦର୍ଶିତ ହୋଇଥିଲା । ବର୍ତ୍ତମାନ ମୁମ୍ବାଇର ଏକ ବାଇସ୍କୋପ୍‌ ପ୍ରଦର୍ଶନୀ ମାଧ୍ୟମରେ ସେ ତାଙ୍କର ଫଟୋଗୁଡ଼ିକୁ ପ୍ରଦର୍ଶନ କରୁଛନ୍ତି ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Editor

S. Senthalir

ଏସ ସେନ୍ଥାଲିର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ପାଦିକା ଏବଂ ୨୦୨୦ର ପରୀ ସଦସ୍ୟା। ସେ ଲିଙ୍ଗ, ଜାତି ଓ ଶ୍ରମ ବିଷୟକୁ ନେଇ ରିପୋର୍ଟ ସଂଗ୍ରହ କରିଥାନ୍ତି। ସେନ୍ଥାଲିର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରେ ଚେଭେନିଂ ଦକ୍ଷିଣ ଏସିଆ ସାମ୍ବାଦିକତା କାର୍ଯ୍ୟକ୍ରମର ୨୦୨୩ର ଜଣେ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।