ଆମ-ଗାଁ-ତିନିଦିନ-ଧରି-ପାଣି-ଘେରରେ-ରହିଥଲା

Shivpuri, Madhya Pradesh

Feb 02, 2023

‘ଆମ ଗାଁ ତିନିଦିନ ଧରି ପାଣି ଘେରରେ ରହିଥଲା’

ନରୱର ତହସିଲ ଶୁଣ୍ଡ ଗ୍ରାମର ଦେବେନ୍ଦ୍ରଙ୍କ ଭଳି ଚାଷୀମାନଙ୍କ କହିବା ଅନୁସାରେ ୨୦୨୧ ମସିହାରେ ମଧ୍ୟପ୍ରଦେଶରେ ଆସିଥିବା ବନ୍ୟା ଜନିତ ଦୁର୍ଦ୍ଦଶାରୁ ଏବେ ମଧ୍ୟ ସେମାନଙ୍କ ଜମି ମୁକୁଳି ପାରିନି

Want to republish this article? Please write to [email protected] with a cc to [email protected]

Author

Rahul

ରାହୁଲ ହେଉଛନ୍ତି ଝାଡଖଣ୍ଡର ଜଣେ ସ୍ୱାଧୀନ ରିପୋର୍ଟ। ସେ ପଶ୍ଚିମର ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ପରିବେଶଗତ ସମସ୍ୟା ବିଷୟରେ ରିପୋର୍ଟ ପ୍ରସ୍ତୁତ କରନ୍ତି।

Author

Aishani Goswami

ଐଶାନି ଗୋସ୍ୱାମୀ ହେଉଛନ୍ତି ଜଣେ ୱାଟର ପ୍ରାକ୍ଟିସନର ଏବଂ ଆର୍କିଟେକ୍ଟ, ସେ ଅହମଦାବାଦରେ ରୁହନ୍ତି। ସେ ୱାଟର ରିସୋର୍ସ ଇଂଜିନିୟରିଂ ଓ ମ୍ୟାନେଜମେଣ୍ଟରେ ମାଷ୍ଟର୍ସ କରିଛନ୍ତି ଓ ନଦୀ, ଡ୍ୟାମ, ବନ୍ୟା ଓ ଜଳ ଆଦି ଅଧ୍ୟୟନ କରନ୍ତି।

Editor

Devesh

ଦେବେଶ ଜଣେ କବି, ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକ। ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆରେ ହିନ୍ଦୀ ଭାଷା ସମ୍ପାଦକ ଓ ହିନ୍ଦୀ ଅନୁବାଦ ସମ୍ପାଦକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।