ଆମେ-ଯେ-ପର୍ଯ୍ୟନ୍ତ-ସମ୍ଭବ-ସେ-ପର୍ଯ୍ୟନ୍ତ-ବିକ୍ଷୋଭ-କରିବୁ

Udham Singh Nagar, Uttarakhand

Apr 15, 2021

'ଆମେ ଯେ ପର୍ଯ୍ୟନ୍ତ ସମ୍ଭବ ସେ ପର୍ଯ୍ୟନ୍ତ ବିକ୍ଷୋଭ କରିବୁ'

ଉତ୍ତରାଖଣ୍ଡ ଓ ୟୁପିର ଉତ୍ତରପଶ୍ଚିମରୁ ଆସିଥିବା କୃଷକମାନେ - ଯେଉଁମାନଙ୍କ ମଧ୍ୟରୁ ଅନେକ କୃଷି ବିକ୍ଷୋଭରେ ଭାଗ ନେଇଥିଲେ କୁହନ୍ତି ଯେ - ମଣ୍ଡିଗୁଡକୁ ରାଜ୍ୟସରକାର ପରିଚାଳିତ କରନ୍ତି, ଯଦିଓ ତ୍ରୁଟିପୂର୍ଣ୍ଣ, ତଥାପି ସେମାନଙ୍କ ତିଷ୍ଠି ରହିବା ପାଇଁ ଜରୁରୀ ଅଟେ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।