ଆମେ-ଦିଲ୍ଲୀ-ଯାଏ-ଗୀତ-ଗାଇ-ନାଚି-ନାଚି-ଯିବୁ

Nashik, Maharashtra

Feb 23, 2021

‘ଆମେ ଦିଲ୍ଲୀ ଯାଏ ଗୀତ ଗାଇ ନାଚି ନାଚି ଯିବୁ’

ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାର ପ୍ରାୟ ୧,୦୦୦ କୃଷକ, ଯେଉଁମାନଙ୍କ ମଧ୍ୟରୁ ଅନେକ ଆଦିବାସୀ, ଦିଲ୍ଲୀର ବିକ୍ଷୋଭକାରୀଙ୍କ ସହ ଯୋଗଦେବାକୁ ଚେଷ୍ଟା କରୁଛନ୍ତି - ଭ୍ୟାନ୍, ଟେମ୍ପୋ, ଜିପ୍ ଏବଂ କାର୍‌ଯୋଗେ ଏମାନେ ଯାଉଛନ୍ତି। ଏହା ଏକ ରଙ୍ଗୀନ ଏବଂ ନିଷ୍ଠାପର ଯାତ୍ରୀଦଳ

Want to republish this article? Please write to [email protected] with a cc to [email protected]

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।