ଆମର-ବିଶ୍ୱାସ-ଯେ-୧୫୦୦୦-ଗଛ-କଟା-ସରିଲାଣି

Sambalpur, Odisha

Jan 06, 2020

‘ଆମର ବିଶ୍ୱାସ ଯେ ୧୫,୦୦୦ ଗଛ କଟା ସରିଲାଣି’

ପ୍ରାୟ ଦୁଇ ସପ୍ତାହ ହେବ ଓଡିଶାରେ ତଳବିରା କୋଇଲା ଖଣି କାମର ଅଗ୍ରଗତି ନିମନ୍ତେ ଅସଂଖ୍ୟ ଗଛ କଟାଯାଇଛି । ଗ୍ରାମବାସୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ସେମାନଙ୍କୁ ଭୟଭୀତ କରାଯିବା ସହିତ ପ୍ରତାରଣାମୂଳକ ଭାବେ ସେମାନଙ୍କ ସହମତି ନିଆଯାଉଥିବା ବିଷୟରେ ସେମାନେ ଅଭିଯୋଗ ଆଣିଛନ୍ତି ଓ ଏହି ଧ୍ୱଂସକୁ ସେମାନେ ବିରୋଧ କରିବାକୁ ଯୋଜନା କରୁଥିବା ବିଷୟରେ ଜଣାଇଛନ୍ତି

Want to republish this article? Please write to [email protected] with a cc to [email protected]

Author

Chitrangada Choudhury

ଚିତ୍ରାଙ୍ଗଦା ଚୌଧୁରୀ ଜଣେ ସ୍ୱାଧୀନ ସାମ୍ବାଦିକ, ଏବଂ ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ରୁରାଲ ଇଣ୍ଡିଆର କେନ୍ଦ୍ରୀୟ ଗୋଷ୍ଠୀର ଜଣେ ସଦସ୍ୟ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।