ଆମର-ଦାବି-ପୂରଣ-ନ-ହେବା-ଯାଏ-ଆମେ-ଯିବୁନାହିଁ

Thane, Maharashtra

Feb 11, 2019

ଆମର ଦାବି ପୂରଣ ନ ହେବା ଯାଏ ଆମେ ଯିବୁନାହିଁ

ବର୍ଦ୍ଧିଷ୍ଣୁ କ୍ରୋଧର ଉଦାହରଣ ସ୍ୱରୂପ ଅକ୍ଟୋବର ୩୦ ତାରିଖରେ ମହାରାଷ୍ଟ୍ରର ହଜାର ହଜାର ଆଦିବାସୀ ଥାନେରେ ଏକତ୍ରିତ ହେଲେ । ସେମାନେ ଜମି ଅଧିକାର, ନିଯୁକ୍ତି, ଖାଦ୍ୟ ନିରାପତ୍ତା ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଅନ୍ୟ ଦାବିଗୁଡ଼ିକ ସଂପର୍କରେ ସ୍ୱର ଉତ୍ତୋଳନ କଲେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Mamta Pared

ମମତା ପାରେଦ ( ୧୯୯୮-୨୦୨୨) ଜଣେ ସାମ୍ବାଦିକ ତଥା ୨୦୧୮ ପାଇଁ ପରୀର ଇଣ୍ଟର୍ନ ଥିଲେ। ସେ ଆବାସାହେବ ଗରୋବାରେ ମହାବିଦ୍ୟାଳୟ, ପୁନେରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ସେ ଆଦିବାସୀ ଜନଜୀବନ ବିଶେଷକରି ୱାର୍ଲି ସମ୍ପ୍ରଦାୟ ସେମାନଙ୍କ ଜୀବିକା ଓ ସଂଘର୍ଷ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।