ଆଧାର-ବ୍ୟବସ୍ଥାର-ବିଜୟ-ଲୋକଙ୍କ-ପରାଜୟ

Jul 27, 2018

ଆଧାର: ବ୍ୟବସ୍ଥାର ବିଜୟ, ଲୋକଙ୍କ ପରାଜୟ

ପରୀରେ ଏମିତି ଅନେକ କାହାଣୀ ରହିଛି ଯେଉଁଥିରେ ଲୋକଙ୍କୁ ରାସନ, ଭିନ୍ନକ୍ଷମ ଭତ୍ତା, ମନରେଗା ମଜୁରୀ, ବୃତ୍ତି ଏବଂ ଅନେକ କିଛି ମିଳିପାରୁନାହିଁ, କାରଣ ୟୁଆଇଡିଏଆଇ ସେମାନଙ୍କ ନାଁର ଭୁଲ ବନାନ ଲେଖିଛି, ସେମାନଙ୍କ ବାୟୋମେଟ୍ରିକ୍ ଭୁଲ ଉଠିଥିଲା ଏବଂ ଏହିପରି ଅନ୍ୟାନ୍ୟ ଭୁଲ ଫଳରେ।

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।