ଅସମୟରେ-ବର୍ଷା-ହେବାର-ସମୟଗୁଡ଼ିକ

Ahmednagar, Maharashtra

Apr 06, 2023

ଅସମୟରେ ବର୍ଷା ହେବାର ସମୟଗୁଡ଼ିକ

ପ୍ରବଳ ଏବଂ ଅସମୟ ବର୍ଷା ପଶୁପାଳକମାନଙ୍କର ବହୁତ କ୍ଷତି କରେ। ମାର୍ଚ୍ଚ ୨୦୨୩ର ଆରମ୍ଭରେ ମହାରାଷ୍ଟ୍ରର କିଛି ଅଂଶରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା କିଛି ବର୍ଷ ପୂର୍ବେ ଅହମ୍ମଦନଗର ଜିଲ୍ଲାରେ ହୋଇଥିବା ବନ୍ୟା ପରିସ୍ଥିତିର ସ୍ମୃତିକୁ ତାଜା କରି ଦେଇଛି

Want to republish this article? Please write to [email protected] with a cc to [email protected]

Author

Jitendra Maid

ଜିତେନ୍ଦ୍ର ମୈଦ ଜଣେ ମୁକ୍ତ ବୃତ୍ତିର ସାମ୍ବାଦିକ ଯିଏକି ମୌଖିକ ପରମ୍ପରା ଉପରେ ଅଧ୍ୟୟନ କରିଥାନ୍ତି। ସେ କିଛି ବର୍ଷ ପୂର୍ବେ ପୁଣେସ୍ଥିତ ସେଣ୍ଟର ଫର କୋଅପରେଟିଭ ରିସର୍ଚ୍ଚ ଇନ ସୋସିଆଲ ସାଇନ୍ସେସରେ ଗଏ ପୋଏଟିଭିନ ଓ ହେମା ରାଇରକରଙ୍କ ସହିତ ଜଣେ ରିସର୍ଚ୍ଚ କୋଅର୍ଡିନେଟର ଭାବେ କାର୍ଯ୍ୟ କରିଥିଲେ।

Editor

Siddhita Sonavane

ସିଦ୍ଧିତା ସୋନାଭାନେ ଜଣେ ସାମ୍ବାଦିକ ତଥା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆରେ ବିଷୟବସ୍ତୁ ସମ୍ପାଦକ। ସେ ୨୦୨୨ ମସିହାରେ ମୁମ୍ବାଇର ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନ ସେଠାକାର ଇଂରାଜୀ ବିଭାଗରେ ଜଣେ ଭିଜିଟିଂ ଫାକଲ୍ଟି ଭାବରେ କାର୍ଯ୍ୟ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।