ଅଧା-ଅଧା-ଚାଷ-ଜମି-ମାଲିକର-ବିଜୟ-ଭାଗଚାଷୀ-ହତାଶ

Sidhi, Madhya Pradesh

Oct 28, 2020

'ଅଧା ଅଧା ଚାଷ': ଜମି ମାଲିକର ବିଜୟ, ଭାଗଚାଷୀ ହତାଶ

ମଧ୍ୟପ୍ରଦେଶରେ ରବେନ୍ଦ୍ର ସିଂହଙ୍କ ଭଳି 'ଅଧିଆ' ଚାଷୀ, ମୌଖିକ ଚୁକ୍ତିରେ, ଫସଲର ଖର୍ଚ୍ଚ ଓ ଉତ୍ପାଦନକୁ ମାଲିକ ସହ ସମାନ ଭାଗ କରିଥାନ୍ତି। କିନ୍ତୁ ଭାଗଚାଷୀକୁ ଋଣ ଭାରରେ ଛାଡ଼ି ଦେଇ ସେହି ଜମିମାଲିକ ସମସ୍ତ ନିଷ୍ପତ୍ତି ନେଇଥାନ୍ତି, ସମସ୍ତ କ୍ଷତିପୂରଣ ପାଇଥାନ୍ତି

Want to republish this article? Please write to [email protected] with a cc to [email protected]

Author

Anil Kumar Tiwari

ମଧ୍ୟପ୍ରଦେଶର ସିଦ୍ଧି ସହରରେ ରହୁଥିବା ଅନିଲ କୁମାର ତିୱାରୀ ହେଉଛନ୍ତି ଜଣେ ସାମ୍ବାଦିକ। ସେ ହେଉଛନ୍ତି ଭାରତୀୟ ସାମ୍ବାଦିକତା ଓ ନ୍ୟୁ ମିଡିଆ ସଂସ୍ଥାନ, ବେଙ୍ଗାଲୁରୁର ଜଣେ ସଦ୍ୟତମ ସ୍ନାତକ।

Author

Priyansh Verma

ପ୍ରିୟାଂଶ ବର୍ମା ଗୁରୁଗାଓଁରେ ଅବସ୍ଥିତ ଜଣେ ମୁକ୍ତବୃତ୍ତ ସାମ୍ବାଦିକ। ସେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜର୍ଣ୍ଣାଲିଜିମ୍ ଆଣ୍ଡ୍ ନ୍ୟୁ ମିଡିଆର ସ୍ନାତକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।