ଅଟୋରିକ୍ସା-ଆଗେଇ-ନେଉଛି-ବାଳିକା-ଶକ୍ତିର-ଚକକୁ

Kachchh, Gujarat

Oct 30, 2020

ଅଟୋରିକ୍ସା ଆଗେଇ ନେଉଛି ବାଳିକା ଶକ୍ତିର ଚକକୁ

ଭୁଜ୍‌ରେ, ଦୁଇଜଣ ସ୍ୱଳ୍ପ ବୟସ୍କା ମହିଳା ଚାନ୍ଦନି ପରମାର ଏବଂ ଆଶା ବାଘେଲା ଅଟୋ ରିକ୍ସା ଚଳାଇବାକୁ ଏକ ବୃତ୍ତି ଭାବରେ ଗ୍ରହଣ କରିନେଲେ ଏବଂ ତାଙ୍କ ଭଳି ଥିବା ଅନ୍ୟମାନଙ୍କ ପାଇଁ ରାସ୍ତା ଖୋଲିଦେଲେ । ଆନ୍ତର୍ଜାତୀୟ ମହିଳାଦିବସ ଅବସରରେ ସେମାନଙ୍କର ଭାବନା ପ୍ରତି ସମ୍ମାନ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Namita Waikar

ନମିତା ୱାଇକର ହେଉଛନ୍ତି ଜଣେ ଲେଖିକା, ଅନୁବାଦିକା ଏବଂ ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ। ତାଙ୍କ ରଚିତ ଉପନ୍ୟାସ ‘ଦ ଲଙ୍ଗ ମାର୍ଚ୍ଚ’ ୨୦୧୮ରେ ପ୍ରକାଶ ପାଇଥିଲା।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।