ହିମାଳୟର-ନିର୍ବାଚନୀ-ପ୍ରସଙ୍ଗ-ମୋ-ପଥ-ନୁହେଁ-ରାଜପଥ

Pithoragarh, Uttarakhand

May 22, 2019

ହିମାଳୟର ନିର୍ବାଚନୀ ପ୍ରସଙ୍ଗ: ମୋ ପଥ ନୁହେଁ ରାଜପଥ

ତୀଖ ପର୍ବତମାଳାରେ ଖଚର ଚଲା ପଥ ଦେଇ ମାଇଲ ମାଇଲ ଚାଲୁଥିବା ଉତ୍ତରାଖଣ୍ଡର ଉଚ୍ଚପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଗାଁଗୁଡ଼ିକର ଲୋକେ ପଚାରନ୍ତି, ଯଦି ଏପ୍ରିଲ୍‌ ୧୧ରେ ସେମାନେ ଭୋଟ୍‌ ଦେବେ, ତେବେ କ୍ଷମତାକୁ ଆସୁଥିବା କେଉଁ ରାଜନୈତିକ ଦଳ, ଦୀର୍ଘ ଦିନ ଧରି ଏଠି ନିର୍ମାଣ ନ ହୋଇ ପଡ଼ି ରହିଥିବା ରାସ୍ତା କାମ ପୂରା କରିବ ।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।