ମଦୁରାଇରେ-ଭଗବାନଙ୍କ-ପୋଷାକ-ପ୍ରସ୍ତୁତକାରୀ

Madurai, Tamil Nadu

Jun 03, 2019

ମଦୁରାଇରେ ଭଗବାନଙ୍କ ପୋଷାକ ପ୍ରସ୍ତୁତକାରୀ

ମଦୁରାଇରେ ଐତିହାସିକ ଅଝାଗର ଉତ୍ସବର ଶେଷ ଦିନ ଆଜି, ଏପ୍ରିଲ୍‌ ୨୨। ଏହି ଉତ୍ସବରେ ଏକ ବିଶାଳ ଶୋଭାଯାତ୍ରା ସାମିଲ, ଯେଉଁଥିରେ କେତେକ ଭକ୍ତ ରଙ୍ଗୀନ ପୋଷାକ ପିନ୍ଧିଥାନ୍ତି। କିନ୍ତୁ ସେମାନଙ୍କର ପୋଷାକ ପ୍ରସ୍ତୁତକାରୀମାନେ କିଏ ତାହା ଅଧିକ ମଜାଦାର।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।