ସେମାନେ ଭାରତର ସ୍ୱାଧୀନତା ପାଇଁ ଲଢିଲେ। ଆଉ ସ୍ୱାଧୀନତାର ୭୦ ବର୍ଷ ପରେ ବି ସେମାନେ ଲଢୁଛନ୍ତି - ଏଥର ଦେଶର କୃଷକ ଓ କୃଷି ଶ୍ରମିକଙ୍କୁ ନ୍ୟାୟ ଦେବା ପାଇଁ।
T


Sangli, Maharashtra
|THU, FEB 27, 2020
ଚାଷୀଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱର
ହାଉସାବାଇ ପାଟିଲ ଓ ରାମଚନ୍ଦ୍ର ଶ୍ରୀପତି ଲାଡ୍ - ଜୀବନର ୯୦ ଦଶକରେ ପହଞ୍ଚିଥିବା ଦୁଇ ସ୍ୱାଧୀନତା ସଂଗ୍ରାମୀ ମହରାଷ୍ଟ୍ର ସାଙ୍ଗଲୀ ଜିଲ୍ଲାର - କୃଷି ସଂକଟ ପାଇଁ ୨୧ ଦିନିଆ ସଂସଦ ଅଧିବେଶନ ଦାବି କରୁଥିବା ଚାଷୀଙ୍କୁ ସମର୍ଥନ କରୁଛନ୍ତି। ଏହି ଭିଡିଓ ଦେଖନ୍ତୁ।
Author
Translator
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଚାଷୀଙ୍କ-ପାଇଁ-ସ୍ୱାଧୀନତା-ସଂଗ୍ରାମୀଙ୍କ-ସ୍ୱର

