ଲକ୍ଷ୍ମୀ-ଟୁଡୁ-ହରାଇଛନ୍ତି-ଅଧିକ-ସମ୍ଭାବନା-କମ୍‌

Dakshin Dinajpur, West Bengal

Mar 01, 2021

ଲକ୍ଷ୍ମୀ ଟୁଡୁ: ହରାଇଛନ୍ତି ଅଧିକ, ସମ୍ଭାବନା କମ୍‌

ଗତ ପାଞ୍ଚ ବର୍ଷ ମଧ୍ୟରେ ଲକ୍ଷ୍ମୀ ଟୁଡୁ ବହୁତ କିଛି ହରାଇଛନ୍ତି – ତାଙ୍କ ସ୍ୱାମୀ ମରିଗଲେ, ତା’ପରେ ତାଙ୍କର ଦିଅର ଓ ଏବେ ତାଙ୍କ ଝିଅ । ଏସବୁ ମଧ୍ୟରେ, ସେ ତାଙ୍କ ପିଲାମାନଙ୍କ ଲାଳନପାଳନ କରିବାକୁ ପରିଶ୍ରମ କରିଚାଲିଛନ୍ତି, ମୁଠାଏ ଆଶା ସାହାରାରେ

Want to republish this article? Please write to [email protected] with a cc to [email protected]

Author

Saurabh Sarmadhikari

ସୌରଭ ସର୍ମାଧିକାରୀ ପଶ୍ଚିମବଙ୍ଗର ଗଙ୍ଗାରାମପୁର ପୌରାଞ୍ଚଳରେ ଏକ ମହାବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ପଢାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।