ମୁଁ-କେବଳ-ଜୀବିତ-ରହିପାରିବି-ନିଜ-ଜୀବନ-ଜିଇଁ-ପାରିବି-ନାହିଁ

Mumbai, Maharashtra

Mar 30, 2021

‘ମୁଁ କେବଳ ଜୀବିତ ରହିପାରିବି, ନିଜ ଜୀବନ ଜିଇଁ ପାରିବି ନାହିଁ’

ମୁମ୍ବାଇରେ ରହୁଥିବା ବିହାରର ଜଣେ ୨୭ ବର୍ଷୀୟ ପ୍ରବାସୀ ଶ୍ରମିକ କହୁଛନ୍ତି ଯେ ଲକଡାଉନ ସମୟରେ ଘର ପର୍ଯ୍ୟନ୍ତ ଯାତ୍ରା କରିବା କେତେ କଷ୍ଟକର ଥିଲା, ଏବଂ ତାଙ୍କର ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଏହି ସହରର ଅପରିହାର୍ଯ୍ୟ ଅକ୍ତିଆର କେତେ ମଜଭୁତ

Want to republish this article? Please write to [email protected] with a cc to [email protected]

Author

Chaitra Yadavar

ଚୈତ୍ରା ଯାଦବର ମୁମ୍ବାଇରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ସାମାଜିକ କର୍ମୀ। ସାମାଜିକ କ୍ଷେତ୍ର ସଂଗଠନଗୁଡ଼ିକ ପାଇଁ ସେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶନା ଓ ପ୍ରଯୋଜନା କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।